Jump to content

ଦୁଇ ଏକ

ଉଇକିଅଭିଧାନ‌ରୁ

ଦୁଇ ଏକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦ୍ୱି+ଏକ)

[ସମ୍ପାଦନା]

କିଛି; କେତେକ — Some; a few; a little.

(ଯଥା—ମୁଁ ଦୁଇ ଏକ କଥା କହିବି )

[ଦ୍ରଷ୍ଟବ୍ୟ —ଏହି 'କିଛି' ଅର୍ଥରେ ଦୁଇ ତିନି, ଦୁଇ ଚାରି ଇତ୍ୟାଦି ବ୍ୟବହୃତ ହୁଏ; ମାତ୍ର 'ଦୁଇ ଏକ' ଠାରୁ ସେ ସବୁ ପରିମାଣରେ ବା ସଂଖ୍ୟାରେ କିଞ୍ଚିତ୍ ଅଧିକ ବୁଝାଏ ]