Jump to content

ଦୁଇ ପରାଣିଆ

ଉଇକିଅଭିଧାନ‌ରୁ

ଦୁଇ ପରାଣିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ପରିବାରରେ ସ୍ୱାମୀ ସ୍ତ୍ରୀ ଛଡ଼ା ଅନ୍ୟ କେହି ଯଥା, ପିତାମାତା, ସନ୍ତାନ— ସନ୍ତତି) ନ ଥାନ୍ତି —A family having none but the married couple.

ଦୁଇ ପରାଣିଆ ଭଲ, ବାନ୍ଧ୍ କଚରୀ, ଚଲ୍ ଢଗ

ଦେଶଜ - ବିଶେଷଣ -

[ସମ୍ପାଦନା]

କେବଳ ମାତ୍ର ବିବାହିତ ଦମ୍ପତିବିଶିଷ୍ଟ (ପରିବାର) — (a family) Having nine else than the married couple.