ଦୁଇ ପରାଣିଆଁ
ଦେଖଣା
ଦୁଇ ପରାଣିଆଁ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ପରିବାରରେ ସ୍ୱାମୀ ସ୍ତ୍ରୀ ଛଡା ଅନ୍ୟ କେହି ଯଥା, ପିତାମାତା, ସନ୍ତାନ— ସନ୍ତତି) ନ ଥାନ୍ତି —A family having none but the married couple.
ଦୁଇ ପରାଣିଆ ଭଲ, ବାନ୍ଧ୍ କଚରୀ, ଚଲ୍ ଢଗ
ଦେଶଜ - ବିଶେଷଣ -
[ସମ୍ପାଦନା]କେବଳ ମାତ୍ର ବିବାହିତ ଦମ୍ପତିବିଶିଷ୍ଟ (ପରିବାର) — (a family) Having nine else than the married couple.