ଦୁଇ ପରାଣୀ
ଦେଖଣା
ଦୁଇ ପରାଣୀ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱି+ପ୍ରାଣୀ)
[ସମ୍ପାଦନା]- ୧. ସ୍ୱମୀ ଓ ସ୍ତ୍ରୀ; ଗୃହସ୍ଥ ଓ ଭାର୍ଯ୍ୟା; ଗେରସ୍ତ ଭାରିଯା —୧. The couple; the husband and the wife.
- ୨. ପିତୃମାତୃହୀନ ଓ ଅପତ୍ୟହୀନ ଦମ୍ପତି —A married couple owning neither parents nor children.
ଭଗି ଚନ୍ଦ ଆଉ ଶାରିଆ ଘରକୁ ଦୁଇ ପରାଣୀ ଫକୀରମୋହନ. ଛମାଣଆଠଗୁଣ୍ଠ