Jump to content

ଦୁକୂଳ

ଉଇକିଅଭିଧାନ‌ରୁ

ଦୁକୂଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଦୁ ଧାତୁ=ଉତ୍ତପ୍ତ କରିବା+ଊଳ; କୁ ଆଗମ; ଯେଉଁ ବସ୍ତ୍ର ଉତ୍ତାପଜନକ; ବା ଦୁର୍+କୁଳ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ପାଟଲୁଗା; ପଟ୍ଟବସ୍ତ୍ର —୧. Silk cloth.
୨. ଶୁଭ୍ର ବା ଧଳା ବସ୍ତ୍ର — ୨. White cloth.
୩. ବୃକ୍ଷର ବକଳାର ତନ୍ତୁରେ ନିର୍ମିତ ସୂକ୍ଷ୍ମ ବସ୍ତୁ — ୩. Very fine cloth made from the fine fibres of the bark of certain plants.
୪. ସୂକ୍ଷ୍ମ ବସ୍ତ୍ର —୪. Thin cloth; fine cloth.
୫. ଉତ୍ତରୀୟ ବସ୍ତ୍ର —୫. An upper sheet; scarf.