Jump to content

ଦୁକ୍କ୍)ଦୁକି

ଉଇକିଅଭିଧାନ‌ରୁ

ଦୁକ୍କ୍)ଦୁକି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଯାହା ଦୁକ୍ ହୋଇ ଉଠୁଥାଏ ଓ ପଡ଼ୁଥାଏ)

[ସମ୍ପାଦନା]
୧. ହୁଦୟ; ହୃତ୍ପିଣ୍ଡ — ୧. The heard; the palpitating heart.

ଦକ ଦକ ହେଉଛି ମୋହର ଦୁକୁଦୁକି—କୃଷ୍ଣସିଂହ ମହାଭାରତ ଆଦି

୨. ହୃଦୟର ସ୍ପନ୍ଦନ — ୨. Palpitation of the heart.
୩. ଗଳାର ପିନ୍ଧାଯିବା ହାରବିଶେଷ — ୩. A kind of necklace.