Jump to content

ଦୁକ୍ ଦୁକ୍

ଉଇକିଅଭିଧାନ‌ରୁ
(ଦୁକ୍କ୍)ଦୁକୁ)ରୁ ଲେଉଟି ଆସିଛି)

ଦୁକ୍କ୍)ଦୁକୁ)

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ)

[ସମ୍ପାଦନା]

ଦକଦକ; ହୃତ୍ପିଣ୍ଡର କମ୍ପନ ବା ସ୍ପନ୍ଦନ; ଧଡ଼ଧଡ଼ — Throbbing (of the heart); palpitation.

ଛାତି ଦୁକ୍ ଦୁକ୍ ପଡ଼ିଛି ଅକ୍ଷି ଉଜ୍ଜ୍ୱଳ ବିଭୁତ, ପ୍ରାଣ ଯାଇ ନାହିଁ ନୀଳକଣଠ. ପିଲାଙ୍କ ରାମାୟଣ

ବିଶେଷଣ -

[ସମ୍ପାଦନା]
୧. ଭୟରେ ଅସ୍ଥିର — ୧. Restless through fear.
୨. ସ୍ପନ୍ଦିତ; କମ୍ପିତ — ୨. Throbbing; palpitating.