Jump to content

ଦୁଖାଇବା

ଉଇକିଅଭିଧାନ‌ରୁ

ଦୁଖାଇବା

ଉଚ୍ଚାରଣ

[ସମ୍ପାଦନା]

(ଦୁଖେଇବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -

[ସମ୍ପାଦନା]
୧. ପୀଡ଼ିତ ହେବା — ୧. To feel sick; to ail.
୨. ବ୍ୟଥାଯୁକ୍ତ ହେବା — ୨. To be aching.

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଦୁଃଖ ଦେବା —To give pain.