ଦୁଖୀ
ଦେଖଣା
ଦୁଖୀ
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - ବିଶେଷଣ - ପୁଂ. ଓ ସ୍ତ୍ରୀ
[ସମ୍ପାଦନା]ଦୁଃଖୀ (ଦେଖ) - Duḥkhī (See)
[ଦ୍ରଷ୍ଟବ୍ୟ —ଦେଶଜ ବ୍ୟବହାରରେ ଦୁଃଖୀ ଶବ୍ଦ ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗରେ ବ୍ୟବହୃତ ହୁଏ]
ପତି ଲାଳସାରେ ହୋଇ ଅଛନ୍ତି ଦୁଃଖୀ କୃଷ୍ଣସିଂହ, ମହାଭାରତ. ବନ
ଗ୍ରାମ୍ୟ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ସ୍ତ୍ରୀ ଲୋକମାନଙ୍କୁ ଦିଆଯିବା ନାମ — ୧. A name given to females.
- ୨. ପୁଲିଙ୍ଗ - (ଆଦରାର୍ଥକ) ଦୁଖା ନାମକ ବ୍ୟକ୍ତିର ଡାକ ନାମ — ୨. A name for calling a person named Dukhā in fordness.