ଦୁଖେ ସୁଖେ
ଦେଖଣା
ଦୁଖେ ସୁଖେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦୁଖେ ସୁଖେ
|
ଦେଶଜ - ଅ
[ସମ୍ପାଦନା]- ୧. ଦୁଃଖାବସ୍ଥାରେ ଓ ସୁଖାବସ୍ଥାରେ — ୧. In weal and woe.
- ୨. ସମ୍ପତ୍ତି ବା ବିପତ୍ତି କାଳରେ — ୨. In times of prosperity or danger.
- ୩. ସମ୍ପତ୍ତି ଥିବା ଓ ନ ଥିବା ଅବସ୍ଥାରେ — ୩. In times of affluence and want.