ଦୁଖ ପାଇବା
ଦେଖଣା
ଦୁଖ ପାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କଷ୍ଟ ଭୋଗକରିବା — ୧. To suffer pains.
- ୨. ପ୍ରସବ ବେଦନା ଭୋଗକରିବା — ୨. To travail; to labour at child-birth; to undergo the throes of child-birth; to suffer from labour- pain.
- ୩. ଦାରିଦ୍ର୍ୟ ଅବସ୍ଥା ଭୋଗ କରିବା; ବିପନ୍ନ ହେବା — ୩. To undergo poverty or misfortune.
ଦୁଖ ପାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦୁଖ ପାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କ୍ଳେଶ ଭୋଗ କରିବା — ୧. The suffer pain.
- ୨. ପ୍ରସବ କରିବା ପୂର୍ବରୁ (ସ୍ତ୍ରୀମାନେ ବେଦନା ଅନୁଭବ କରିବା — ୨. To undergo the throes of child-birth.