Jump to content

ଦୁଗୁଣ

ଉଇକିଅଭିଧାନ‌ରୁ

ଦୁଗୁଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱିଗୁଣ)

[ସମ୍ପାଦନା]
୧. ଦ୍ୱିଗୁଣ —୧. Two times.
୨. (ସଂସ୍କୃତ - ଦୁର୍ଗୁଣ) ଦୁର୍ଗୁଣ; ଅପକାର — ୨. Detriment; mischief; injury.


୩. କଷ୍ଟ —୩. Trouble.
୪. ଅତିଗୁଣ ବୁଝିବା —୪. Misunderstanding; taking to heart.
୫. ବିରକ୍ତି; ଚିଡ଼ିବା —୫. Irritability.
୧. ବିଣ—ଅଳ୍ପ ପରିମିତ; ସାମାନ୍ୟ —୧. Slight.

ଫଗୁଣ, ଶୀତ କରେ ଦୁଗ୍ଣ ଢ଼ଗ

୨. (ସଂସ୍କୃତ - ଦ୍ୱିଗୁଣ) ଦ୍ୱିଗୁଣିତ —୨. Doubled; double.