Jump to content

ଦୁଗୁଣା

ଉଇକିଅଭିଧାନ‌ରୁ

ଦୁଗୁଣା

ଉଚ୍ଚାରଣ

[ସମ୍ପାଦନା]

(ଦୋଗୁଣା—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱିଗୁଣିତ)

[ସମ୍ପାଦନା]
୧. ଡଙ୍ଗା ଉପରେ ଆଡ଼ବାଗରେ ଦିଆ ଯାଇଥିବା କାଠ ଖଣ୍ଡମାନ —୧. The beams laid across the edges of a boat.
୨. ଦୁଇଗୁଣ —୨. Two times; twice as much.

ଦେଶଜ - ବିଶେଷଣ -

[ସମ୍ପାଦନା]

ଦ୍ୱିଗୁଣିତ —Double.