Jump to content

ଦୁଗୁଣିଆ

ଉଇକିଅଭିଧାନ‌ରୁ

ଦୁଗୁଣିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦୁର୍ଗୁଣ)

[ସମ୍ପାଦନା]
୧. ଅବିଗୁଣିଆ ଲୋକ — ୧. Prone to take offence.
୨. ଚିଡ଼ଲ —୨. Surly; irritable.
୩. ଦୁର୍ଗୁଣଯୁକ୍ତ (ବ୍ୟକ୍ତି) — ୩. (a person) Having bad qualities.
୪. ଯେଉଁ କାର୍ଯ୍ୟରେ ବିରକ୍ତ ବୋଧ ହୁଏ; ବିରକ୍ତିକର — ୪. Troublesome.
୫. ଦୁଇଥର ପାଗ କରାଯାଇଥିବା (ଉଖୁଡ଼ା) — ୫. (fried corn) Seasone twice.

(ଯଥା—ଦୁଗୁଣିଆ ଉଖୁଡ଼ା)

୬. (ଦ୍ୱିଗୁଣିତ) ଦୁଇଗୁଣ ଯୁକ୍ତ; ଯାହାକୁ ଦୁଇ ସୂତ୍ରରେ ବଳା ଯାଇଥାଏ —୬. Twice twisted (rope or thread.)

(ଯଥା—ଦୁଗୁଣିଆ ଦଉଡ଼ି ବା ସୂତା)