ଦୁଗ୍ଧ
ଦେଖଣା
ଦୁଗ୍ଧ
ଉଚ୍ଚାରଣ
[ସମ୍ପାଦନା](ଦୁଗ୍ଧା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଦୁହ୍ ଧାତୁ=ଦୋହିବା+କର୍ମ. ତ)
[ସମ୍ପାଦନା]- ୧. ଦୁଧ; କ୍ଷୀର — ୧. Milk.
- ୨. ମାତୃସ୍ତନ୍ୟ —୨. Mother's milk.
- ୩. (+ଭାବ. ତ) ଦୋହନ —୩. Milking.
ବିଶେଷଣ -
[ସମ୍ପାଦନା]- ୧. ଯାହାକୁ ଦୋହନ କରାଯାଇ ଅଛି — ୧. Milked.
- ୨. ପୂରିତ —୨. Filled with; full of.