Jump to content

ଦୁଗ୍ଧଫେନନିଭ

ଉଇକିଅଭିଧାନ‌ରୁ

ଦୁଗ୍ଧଫେନନିଭ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦୁଗ୍ଧଫେନ+ନିଭ=ସଦୃଶ)

[ସମ୍ପାଦନା]

ଦୁଧ ଫେଣପରି ଶୁଭ୍ର ଓ ନରମା (ଶଯ୍ୟା) —As soft and white as the froth of milk; white and down (bed); soft and milk-white.