ଦୁଗ୍ଧ କୁପିକା
ଦେଖଣା
ଦୁଗ୍ଧ କୁପିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଦୁଧପୁଳି; ଚାଉଳଚୁନାକୁ ଦୁଧରେ ବାଟି, ତହିଁରେ ରାବିଡ଼ିରେ ପୁର ଦେଇ ଘିଅରେ ଛଣାଯିବା ପିଠା (ଭାବ ପ୍ରକାଶ) —A kind of cake made of rice-flour kneaded with milk and fried in ghee.
[ଦ୍ରଷ୍ଟବ୍ୟ —ଏହା ବାୟୁ ପିତ୍ତ ନାଶକ, ବଳକାରକ, ଶୁକ୍ରବର୍ଦ୍ଧକ ଓ ଦୃଷ୍ଟିବର୍ଦ୍ଧକ ହିନ୍ଦୀ - ଶବ୍ଦସାଗର]