Jump to content

ଦୁଗ୍ଧ ଫେନ

ଉଇକିଅଭିଧାନ‌ରୁ

ଦୁଗ୍ଧ ଫେନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦୁଗ୍ଧ+ଫେନ)

[ସମ୍ପାଦନା]
୧. ଦୁଧ ଉତୁରିଲେ ତହିଁରୁ ଯେଉଁ ଫେଣ ବାହାରେ — ୧. The froth of milk.
୨. ଏକପ୍ରକାର ଗଛ; କ୍ଷୀରହିଣ୍ଡୀର ଗଛ (ହିନ୍ଦୀ - ଶବ୍ଦସାଗର) — ୨. A kind of tree.