ଦୁଜା
ଦ୍ୱିତୀୟ — Second.
ସକଳ ଲୋକେ ତୁମ୍ଭ ପୂଜା, କି ପଟାନ୍ତର ଦେବା ଦୁଜା ଜଗନ୍ନାଥ. ଭାଗବତ
ସୌର ମାସର ଦ୍ୱିତୀୟଦିନ; ନିରଂଶ ଦିବସ —The second day of a solar month.