ଦୁଜେ
ଦେଖଣା
ଦୁଜେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଦ୍ୱି)
[ସମ୍ପାଦନା]ଦ୍ୱିତୀୟତଃ; ଦ୍ୱିତୀୟରେ — Secondly.
ଏବେ ନବଯୁବା ଦୁଜେ ସେ କୁମାର ରାଧାନାଥ. ନନ୍ଦକେଶରୀ
ଅନୁବାଦ
[ସମ୍ପାଦନା]ବିଶେଷଣ -
[ସମ୍ପାଦନା]ଦ୍ୱିତୀୟ — Second.
ସମ ପ୍ରତୁଲ୍ୟ କେହି ନାହିଁ ସର୍ଜନେ ଦୁଜେ ବ୍ରହ୍ମା ସେହି ଜଗନ୍ନାଥ. ଭାଗବତ