Jump to content

ଦୁତୀୟ

ଉଇକିଅଭିଧାନ‌ରୁ

ଦୁତୀୟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଦ୍ୱିତୀୟ)

[ସମ୍ପାଦନା]

ଦ୍ୱିତୀୟ — Second.

ଦ୍ୱାଦଶ ପାବଚ୍ଛ ତଳେ ଦୁତୀଆ ପିଠରେ—ପ୍ରାଚୀ. ବ୍ରହ୍ମନିରୂପଣଗୀତା

ବିଶେଷ୍ୟ -

[ସମ୍ପାଦନା]

ଶୂଦ୍ରା ବିଧବାର ଦ୍ୱିତୀୟ ବିବାହ; ଦ୍ୱିତୀୟ ବିବାହ — Widow marriage (Amongst the Ṡūdras).

[ଦ୍ରଷ୍ଟବ୍ୟ —ଆମ ଦେଶରେ ଶୂଦ୍ର ଓ ନୀଚ କପଳରେ ଏ ପ୍ରଥା ପ୍ରଚଳିତ ଅଛି ]