ଦୁତୀୟ ହେବା
ଦେଖଣା
ଦୁତୀୟ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦୁତୀୟ ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ବିଧବା ସ୍ତ୍ରୀ) ଅନ୍ୟ ସ୍ୱାମୀ ଗ୍ରହଣ କରିବା —୧. (a widow) To re- marry.
- ୨. (ପୁରୁଷ) ବିଧବା ସ୍ତ୍ରୀକୁ ବିବାହ କରିବା — ୨. To marry a widow.
ଦୁତୀୟ ହେବା
|