ଦୁଦ୍
ଦେଖଣା
ଦୁଦ୍
ଉଚ୍ଚାରଣ
[ସମ୍ପାଦନା](ଦୁଧ୍—ଅନ୍ୟରୂପ)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଦୁଗ୍ଧ)
[ସମ୍ପାଦନା]ଯୁବତୀର ବା ସ୍ତ୍ରୀର ସ୍ତନ —A female's or young woman's breast.
[ଦ୍ରଷ୍ଟବ୍ୟ —ସମ୍ୱଲପୁର ଅଞ୍ଚଳରେ ମାତୃସ୍ତନକୁ 'ଥନ୍' ବା 'ବୁ' ବୋଲାଯାଏ ଯୁବତୀ ସ୍ତନକୁ ଦୁଦ୍ ବା ଦୁଧ୍ ବୋଲାଯାଏ ଓଡ଼ିଶାରେ ଦୁଧର ଅର୍ଥ ୧. ଦୁଗ୍ଧ; ୨ ସ୍ତ୍ରୀସ୍ତନ; ୩ ମାତୃସ୍ତନ; କିନ୍ତୁ ସମ୍ୱଲପୁରରେ ଦୁଦ୍ର ଅର୍ଥ ସ୍ତ୍ରୀ ବା ଯୁବତୀର ସ୍ତନ; ଏବଂ ଗୁରୁସି (ଗୋରସ୍), ଓଖର ଓ ନଳପାଣି ଆଦି ଶବ୍ଦ ଦୁଗ୍ଧ ଅର୍ଥରେ ବ୍ୟବହୃତ ହୁଏ]