ଦୁଧରେ ଆଞ୍ଚୋଇବା
ଦେଖଣା
ଦୁଧରେ ଆଞ୍ଚୋଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦୁଧରେ ଆଞ୍ଚୋଇବା
|
(ଦୁଧରେ କୁଳୁକୁଞ୍ଚା କରିବା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ଲକ୍ଷଣାର୍ଥ)—ଅତି ବଡ଼ଲୋକୀ ବା ସଚଳ ଅବସ୍ଥାରେ ଦିନପାତ କରିବା —To pass one's days ina very well-to-do condition.
[ଦ୍ରଷ୍ଟବ୍ୟ —କୌଣସି ଲୋକ ସଚଳ ଅବସ୍ଥାରେ ଥିଲେ ସେ ଦୁଧ ପରି ମୂଲ୍ୟବାନ୍ ପଦାର୍ଥକୁ ପାଣି ପରି ବ୍ୟବହାର କଲେ ସୁଦ୍ଧା ତାହାର କୌଣସି କ୍ଷତି ହୁଏ ନାହିଁ ସେପରି ସ୍ଥଳରେ ଏହି ଉପମା ଦିଆ ଯାଇଥାଏ]