Jump to content

ଦୁଧିଆ ବୋଡ଼ା

ଉଇକିଅଭିଧାନ‌ରୁ

ଦୁଧିଆ ବୋଡ଼ା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଏକ ପ୍ରକାର ଜଙ୍ଗଲ ବୋଡ଼ା ସାପ — A species of wild viper.

[ଦ୍ରଷ୍ଟବ୍ୟ —ଏମାନେ ୧୧/?/: ହାତ ଲମ୍ୱ ହୁଅନ୍ତି, ଘୋର ଜଙ୍ଗଲରେ ବାସ କରନ୍ତି ଓ ଡେଇଁ ଡେଇଁ ଗତି କରନ୍ତି ଜଙ୍ଗଲରେ ବାସ କରୁଥିବା କନ୍ଧ ପ୍ରଭୃତି ଜାତିର ସ୍ତ୍ରୀମାନେ ପିଲାମାନଙ୍କୁ ଦୁଧ ଦେଉ— ଥିବା ସମୟରେ ଏମାନେ ପିଲାର ମୁହଁକୁ ଆଡ଼େଇ ଦେଇ ମାତୃସ୍ତନରୁ ଦୁଧ ଚୁଚୁମିକରି ପିଇ ଯାଆନ୍ତି; ମାଆ ତାହା ଜାଣି ପାରେ ନାହିଁ ଯେଉଁ ସ୍ତନରୁ ଏମାନେ ଦୁଧ ପିଅନ୍ତି ସେ ସ୍ତନ ନିଦା ହୋଇଯାଏ ଏବଂ ସେଥିରୁ ଆଉ ଦୁଧ ବାହାରେ ନାହିଁ ବୋଲି ପ୍ରବାଦ ଅଛି ]