Jump to content

ଦୁଧିଆ ମେଞ୍ଚି

ଉଇକିଅଭିଧାନ‌ରୁ

ଦୁଧିଆ ମେଞ୍ଚି

ଉଚ୍ଚାରଣ

[ସମ୍ପାଦନା]

(ଦୁଧିଆ ମେଣ୍ଢିଆ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୁଗ୍ଧିକା)

[ସମ୍ପାଦନା]

ଏକ ପ୍ରକାର ବନ୍ୟ ଲତା (ଏହାକୁ ଭାଙ୍ଗି ଦେଲେ ଏଥିରୁ ଦୁଧ ପରି ରସ ବାହାରେ) —A kind of wild creeper with milky juice; Oxystelma Esculentum; Asclepias Rosea Roxburghii.

[ଦ୍ରଷ୍ଟବ୍ୟ —ଏହା ଅର୍କାଦି ବର୍ଗର ଦୀର୍ଘାୟୁ ଲତା ଏହାର ପତ୍ର ସରୁ, ଫୁଲ ବଡ଼ ଓ ଧଳା ଫୁଲର ଭିତରପାଖ ଗୋଲାପୀ ରଙ୍ଗ ଖରା ଦିନରେ ଏଥିରେ ପତ୍ର ଝଡ଼େ ଏଥିରେ ମଞ୍ଜିରେ ତୁଳା ଥାଏ ଏହା ବାଡ଼ ଓ ଗଛ ଆଦିରେ ମାଡ଼େ]