ଦୁଧୁ କୁଞ୍ଚା
(ଦୁଧ ଘଡ଼ି; ଦୁଧ ଠେକି—ଅନ୍ୟରୂପ)
ଦୁଧ ଦୋହିଁବା ଓ ରଖିବା ନମନ୍ତେ ବ୍ୟବହୃତ ଛୋଟ ଘଡ଼ି —Small pitcher for keeping milk.