Jump to content

ଦୁଧୁ ଖଡ଼ି

ଉଇକିଅଭିଧାନ‌ରୁ

ଦୁଧୁ ଖଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୁଗ୍ଧ ଓ ଖଟୀ)

[ସମ୍ପାଦନା]

ଏକପ୍ରକାର ଧଳା ପଥର; ଫୁଲଖଡ଼ି —A kind of white stone harder than chalk.

[ଦ୍ରଷ୍ଟବ୍ୟ —ଏହା ଚକ୍ ଖଡ଼ି ଅପେକ୍ଷା ଟାଣ ଏଥିରେ ଶିଶୁମାନେ ପାଠ ଲେଖନ୍ତି ଓ ମୁରୁଜ ତିଆରି ହୁଏ ବୈଦଶାସ୍ତ୍ର ଅନୁସାରେ ଏହା ସ୍ନିଗ୍ଧ, ଉଷ୍ଣ, ରୁଚୁକର ଓ ଜ୍ୱର, ପିତ୍ତ, ହୃଦୋଗ, କଶ, ଶୂଳ ଓ ଆଧ୍ମାନନାଶକ]