ଦୁଧ ଅଳତା
ଦୁଧରେ ଅଳତା ମିଶାଇଲେ ଯେଉଁ ଈଷିତ୍ ରକ୍ତିମା ରଙ୍ଗ ହୁଏ; ପାଟଳବର୍ଣ୍ଣ — Ruddy colour; slightly red colour (red and white).