Jump to content

ଦୁଧ କଟ କଟ ହେବା

ଉଇକିଅଭିଧାନ‌ରୁ

ଦୁଧ କଟ କଟ ହେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମାତାଠାରୁ ଶିଶୁ କେତେକ ସମୟ ସ୍ତନ୍ୟ ପାନ ନ କଲେ ମାତୃ ସ୍ତନ ସ୍ତନ୍ୟପୂର୍ଣ୍ଣ ହୋଇ ବିନ୍ଧିବା —An unpleasant sensation caused by the breasts not being sucked by the child for some time, due to the breasts being over filled with milk.

[ଦ୍ରଷ୍ଟବ୍ୟ —କୌଣସି ସ୍ତ୍ରୀ ଆପଣା ଶିଶୁକୁ ଅଧିକ ବେଳଯାଏ ଦୁଧ ନ ଦେଲେ ସ୍ତନରେ ଦୁଗ୍ଧାଧିକ୍ୟ ବଶତଃ ଯନ୍ତ୍ରଣା ହୁଏ ଓ ମାତା ଏହି ଯନ୍ତ୍ରଣାରେ ଅସ୍ଥିର ହୋଇ ପିଲାକୁ ଦୁଧ ନ ଦେବା ପର୍ଯ୍ୟନ୍ତ ସମ୍ଭାଳି ହୋଇ ରହି ପାରନ୍ତି ନାହିଁ]