Jump to content

ଦୁଧ ଛେନା

ଉଇକିଅଭିଧାନ‌ରୁ

ଦୁଧ ଛେନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଗରମ ଦୁଧକୁ ଖଟା ଦେଇ ଛିଣ୍ଡାଇଲେ ଯେଉଁ ଛେନା ପ୍ରସ୍ତୁତ ହୁଏ — Cheese made directfrom milk.

[ଦ୍ରଷ୍ଟବ୍ୟ —ଏଥିରେ ଦୁଧଛେନା ଦହିଛେନା ଅପେକ୍ଷା ସପାଚ୍ୟ ଓ ସ୍ୱାଦୁ ଏବଂ ଏଥିରେ ସନ୍ଦେଶ, ରସଗୋଲା ଆଦି ପ୍ରସ୍ତୁତ ହୁଏ ଦୁଧକୁ ଦହିରେ ପରିଣତ କରି ତହିଁରୁ ଯେଉଁ ଛେନା ପ୍ରସ୍ତୁତ ହୁଏ ତାହାକୁ ଦହିଛେନା କହନ୍ତି]