ଦୁଧ ଢୋକିବା
ଦେଖଣା
ଦୁଧ ଢୋକିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦୁଧ ଢୋକିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଧାନ କ୍ଷୀର ଢୋକିବା; ଧାନ କେଣ୍ଡାରୁ ବାହାରିବା ସମୟରେ ଧାନ ମଧ୍ୟରେ ପ୍ରଥମ ଦୁଧ ପରି ରସ ପୀର୍ଣ୍ଣ ହେବା ଅବସ୍ଥା —
The condition of the grains or pods of paddy becoming filled withmilky juice when they come out of the stem.
[ଦ୍ରଷ୍ଟବ୍ୟ —ଏହି ରସ କ୍ରମେ ଗାଢ଼ତର ହୋଇ ଚାଉଳରେ ପରିଣତ ହୁଏ]