ଦୁଧ ଦେବା
ଦେଖଣା
ଦୁଧ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦୁଧ ଦେବା
|
ଦେଶଜ - କ୍ରି.—(ସଂସ୍କୃତ - ଦୁଗ୍ଧ+ଦା ଧାତୁ)
[ସମ୍ପାଦନା]- ୧. ପିଲାକୁ ସ୍ତନ୍ୟ ପାନ କରାଇବା — ୧. To give suck or suckle a child.
- ୨. (ଗୋରୁ, ମଇଁଷି ଆଦି) ଦୋହନ ଦ୍ୱରା ଦୁଗ୍ଧ ପ୍ରଦାନ କରିବା —୨. To give milk (said of milch cows etc).