ଦୁଧ ଭାତ
ଦେଖଣା
ଦୁଧ ଭାତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ଦୁଗ୍ଧ+ଭକ୍ତ)
[ସମ୍ପାଦନା]- ୧. ଦୁଧ ମିଶ୍ରିତ ଅନ୍ନ; ଦୁଧଗଳିଆ ଭାତ — ୧. Boiled rice mixed with milk.
ବିରାଡ଼ି ଡାକେ ମିଆଉଁ ମିଆଉଁ; ଦୁଧଭାତ କରି ଗୁଣ୍ଡାଏ ଖାଉଁ ଶିଶୁଗୀତ
- ୨. ଶିଶୁମାନଙ୍କର ସୁଖାଦ୍ୟ ଅନ୍ନ — ୨. Relished food for children.
ପଢ଼ିଲେ ଗାଇବୁ ଦୁଧଭାତ; ନ ପଢ଼ିଲେ ଠେଙ୍ଗା ବେତ ଶିଶୁଗୀତ
[ଦ୍ରଷ୍ଟବ୍ୟ —ଦୁଧ ସଙ୍ଗେ ଭାତ ଗୋଳୀଇଲେ ସେ ଭାତକୁ ପିଲାମାନେ ଆନନ୍ଦରେ ଖାଆନ୍ତି ଏଥିପାଇଁ ପିଲାଙ୍କୁ 'ଦୁଧଭାତ' ଦେବାର ଅର୍ଥ ସୁଖାଦ୍ୟ ଭୋଜନ ବା ଉତ୍ତମାନ୍ନ ଦେବା]
- ୩. ସୁଖାଦ୍ୟ ଭୋଜନ; ବଡ଼ଲୋକଙ୍କ ଭୋଜ୍ୟ ବସ୍ତୁ — ୩. Rich food; dainty meal.