Jump to content

ଦୁଧ ସର

ଉଇକିଅଭିଧାନ‌ରୁ

ଦୁଧ ସର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୁଗ୍ଧ ଓ ସାର)

[ସମ୍ପାଦନା]
୧. ଦୁଧ ସିଝାଇଲେ ତା ଉପରେ ଯେଉଁ ବହଳିଆ ଚୋପା ପରି ପ୍ରସ୍ତ ପ୍ରସ୍ତ ଘୃତାଂଶ ପଡ଼ି ଥାଏ — ୧. Cream of milk.
୨. ଘୁମୁସୁରକ ରାଜ୍ୟର ପର୍ବତବିଶେଷ — ୨. Name of a mountain in Ghumusar.

ଅଭିହିତ ତାହା ଦୁଧସର ନାମେ, ସ୍ଖିତ ଘୁମୁସୁରେ ସେହୁ ଚିନ୍ତାମଣି. ବିକ୍ରମାଦିତ୍ୟ