ଦୁନିଆଁ ବାହାର୍
ଦେଖଣା
ଦୁନିଆଁ ବାହାର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦୁନିଆଁ ବାହାର୍
|
ବୈଦେଶିକ - ବିଶେଷଣ - (ଆ)
[ସମ୍ପାଦନା]- ୧. ଅସାଧାରଣ — ୧. Extraordinary.
- ୨. ସୃଷ୍ଟିଛଡ଼ା; ଅମାନୁଷିକ — ୨. Uncommon; unusual.
ତା ହିସାବ ପୁଣି ଦୁନିଆ ବାହାର—ରାଧାନାଥ. ଦରବାର