Jump to content

ଦୁନ୍ଦୁ

ଉଇକିଅଭିଧାନ‌ରୁ

ଦୁନ୍ଦୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଦୁ=ଦୁଃଖ+ଦମ୍ ଧାତୁ+ଉ)

[ସମ୍ପାଦନା]
୧. ବସୁଦେବ; ଶ୍ରୀକୃଷ୍ଣଙ୍କ ପିତା —୧. Basudeba, the father of Ṡrīkṛushṇa.
୨. ଦୁନ୍ଦୁଭି ବାଦ୍ୟ —୨. A kind of drum.
୩. ନାଗରା ବାଜିବାର ଅନୁକରଣ ଶବ୍ଦ — ୩. The sound of drum-beating.