ଦୁପ୍ଦାପ୍
ଗୋଇଠିଦ୍ୱାରା ଭୂମିରେ ଉତ୍ପନ୍ନ ଶବ୍ଦ —The sound of foot-steps while walking on the heels; the thud of walking foot-steps.
[ଦ୍ରଷ୍ଟବ୍ୟ —ଦୁପ୍ଦାପ୍ ଅପେକ୍ଷା ଦୁମ୍ଦାମ୍ ଓ ଦୁମ୍ଦୁମ୍ ଉଚ୍ଚତର ଶବ୍ଦ]