Jump to content

ଦୁବଗଣ୍ଠି ପଡ଼ିବା

ଉଇକିଅଭିଧାନ‌ରୁ

ଦୁବଗଣ୍ଠି ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିବାହ ହେବା — Performance of marriage.

[ବିବାହବେଦିରେ ବର ଓ କନ୍ୟାଙ୍କ ହାତରେ ଅଭିଆଡ଼ି ସୂତାରେ ଦୁବଘାସ ବନ୍ଧା ହୋଇ ସାତମଙ୍ଗଳା ପର୍ଯ୍ୟନ୍ତ ପିନ୍ଧାଯାଏ]