Jump to content

ଦୁବଚାଉଳ ପଡ଼ିବା

ଉଇକିଅଭିଧାନ‌ରୁ

ଦୁବଚାଉଳ ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦୁର୍ବାକ୍ଷତ ବା ପୁନର୍ବିବାହ ଉତ୍ସବ — The ceremony of consummation of marriage.

(ଯଥା—ଯାହା ହେଉ ଏତେ ଦିନକେ ତା ଉପରେ ଦୁବଚାଉଳ ପଡ଼ିଲା)