Jump to content

ଦୁବଝରା

ଉଇକିଅଭିଧାନ‌ରୁ

ଦୁବଝରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସ୍ତ୍ରୀ ଲୋକଙ୍କ ମୁଣ୍ଡର ଅଳଙ୍କାରବିଶେଷ — A kind of ornament for the head.

ଚକ୍ର ଡ଼ଉଁରା ହେମ ଦୁବଝରା ଦେବାରୁ ଦିଶିଲା ଏମନ୍ତ ପରା ଭଞ୍ଜ. ଲାବଣ୍ୟବତୀ