Jump to content

ଦୁବୁଲା

ଉଇକିଅଭିଧାନ‌ରୁ

ଦୁବୁଲା

ଉଚ୍ଚାରଣ

[ସମ୍ପାଦନା]

(ଦୁବ୍ଲା—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ଦୁର୍ବଳ)

[ସମ୍ପାଦନା]
୧. ଦୁର୍ବଳ — ୧. Weak.
୨. କ୍ଷୀଣ; ଶୀର୍ଣ୍ଣ —୨. Emaciated.

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -

[ସମ୍ପାଦନା]

ଦୁର୍ବାଦଳ; ଦୁବଘାସ — Creeping grass; doob grass.