Jump to content

ଦୁମୁକାଣି

ଉଇକିଅଭିଧାନ‌ରୁ

ଦୁମୁକାଣି

ଉଚ୍ଚାରଣ

[ସମ୍ପାଦନା]

ଦୁମ୍କାଣି, ଦୁମୁଆଣିଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକାରୀ)

[ସମ୍ପାଦନା]
୧. ଘୋର ବରଷା — ୧. Raining cats and dogs.
୨. ଘୋର ବରଷାର ଅସରା — ୨. Torrentail shower.

ଆଠ ଦୁମୁକାଣି ଷୋଳ ଅସରା, ବତିଶ ଲିଫିଲିଫି ଚଉଷଠୀ କୁଣ୍ଡାଝରା, ତେବେ ଯାଇଁ ଚକ୍ଷାର ପେଟ ହୁଏ ପୁରା—କୃଷି ବଚନ

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - (ତେଲୁଗୁ - ଦୁମୁକୁଟ)

[ସମ୍ପାଦନା]

ଉପରକୁ ଲମ୍ଫ ଦେବା —Jumping up.