ଦୁମୁଦୁମ୍
ଦେଖଣା
ଦୁମୁଦୁମ୍
ଉଚ୍ଚାରଣ
[ସମ୍ପାଦନା]ଦୁମ୍, ଦୁମ୍ଦାମ୍, ଦୁମୁଦାମ୍, ଦୁମ୍କିନା, ଦୁମ୍ଦୁମ୍ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - (ଧ୍ୱନ୍ୟନୁକରଣ) ଅ
[ସମ୍ପାଦନା]ଜୋର୍ରେ ଦଉଡ଼ିକରି ଚାଲିବାର, ଜୋର୍ରେ ବିଧା ମାରିବାର ଓ ଜୋର୍ରେ ବର୍ଷା ହେବାର ଶବ୍ଦ — Sound produced by running quickly, by dealing heavy fist-blows and while raining cats and dogs.
ଝିପି ଝିପି ମେଘ ବରଷି ଆସିଲା ଦେଖୁଁ ଦେଖୁଁ ଦୁମ୍ଦୁମ୍ ନନ୍ଦକିଶୋର. ନିର୍ଝରିଣୀ