ଦୁମ୍ଗଜା
ଦେଖଣା
ଦୁମ୍ଗଜା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦୁମ୍ଗଜା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗୃହପାଳିତ ଶାରୀ ଓ ବଣି ଚଢ଼େଇଙ୍କ ଲାଞ୍ଜ ଉପରେ ଉଠିବା ବ୍ରଣ ରୋଗବିଶେଷ — A boil coming out at the end of the backbone of some domesticated myna birds.
[ଦ୍ରଷ୍ଟବ୍ୟ —ଏ ବ୍ରଣ ଉପରେ ଖଣ୍ଡ ହଳଦୀ ତତେଇ କରି ମାଡ଼ି ଦେଲେ ଏହା ଭଲ ହୋଇଯାଏ ନଚେତ୍ ଏହି ବ୍ରଣ ଯୋଗୁଁ ଚଢ଼େଇ ମରିଯାଏ]