Jump to content

ଦୁମ୍ୱା

ଉଇକିଅଭିଧାନ‌ରୁ

ଦୁମ୍ୱା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦୁମ୍ୱାଲା=ପୁଚ୍ଛଯୁକ୍ତ)

[ସମ୍ପାଦନା]

ପାରସ୍ୟ ଆଫଗାନିସ୍ଥାନ, ତୁରସ୍କ ଓ କାଶ୍ମୀର ଦେଶୀୟ ଏକ ପ୍ରକାର ମେଣ୍ଢା —A thick-tailed sheep of Persia, Afganistan, Turkey and Kashmir; fat-tailed Turkish sheep.

[ଦ୍ରଷ୍ଟବ୍ୟ —ଏହାର ଲାଞ୍ଜ ମୋଟା ଓ ଲାଉ ପରି ମ୍ଫୀତ ଓ ଗୋଲ ଏହାକୁ କାଟି ନେଲେ ପୁଣି କଅଁଳେ ଏହାକୁ ଲୋକେ ତରକାରୀ କରି ଖାଆନ୍ତି ଏହି ମେଣ୍ଢାର ରୋମରେ ଉତ୍କୃଷ୍ଟ ଶାଳ ପ୍ରସ୍ତୁତ ହୁଏ]