Jump to content

ଦୁରକ୍ଷ

ଉଇକିଅଭିଧାନ‌ରୁ

ଦୁରକ୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦୁର୍+ଅକ୍ଷ=ପଶା)

[ସମ୍ପାଦନା]
୧. କପଟ ପଶା ଖେଳ — ୧. An unfairly played game of dice.
୨. ଦୁଷ୍ଟଦ୍ୟୁତ —୨. Dishonest gambling.
୩. କୌଣସି ଓଜନିଦିଆ ପଶା କାଠି — ୩. A loaded or false dice.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

(ଦୁର୍+ଅକ୍ଷି) ଦୁଷ୍ଟ ନେତ୍ରଯୁକ୍ତ —Evil-eyed; weak-eyed.