Jump to content

ଦୁରତିକ୍ରମ

ଉଇକିଅଭିଧାନ‌ରୁ

ଦୁରତିକ୍ରମ

ଉଚ୍ଚାରଣ

[ସମ୍ପାଦନା]
(ଦୁରତିକ୍ରମା—ସ୍ତ୍ରୀ) 

(ଦୁରତିକ୍ରମତା—ବି)

ସଂସ୍କୃତ - ବିଶେଷଣ - (ଦୁର୍+ଅତି+କ୍ରମ୍ ଧାତୁ+ଆ)

[ସମ୍ପାଦନା]

ଦୁର୍ଲଂଘ୍ୟ; ଯାହା ସହଜରେ ଲଘଂନ କରାଯାଇ ନ ପାରେ —Insurmountable; unconquerable; hard to get over or overcome.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିଷ୍ଣୁଙ୍କର ଏକ ନାମ —A name of Bisḥṇu.