Jump to content

ଦୁରତ୍ୟୟ

ଉଇକିଅଭିଧାନ‌ରୁ

ଦୁରତ୍ୟୟ

ଉଚ୍ଚାରଣ

[ସମ୍ପାଦନା]
(ଦୁରତ୍ୟୟା—ସ୍ତ୍ରୀ) 

(ଦୁରତ୍ୟୟତା—ବି)

  • (file)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦୁର୍=ଦୁଃଖରେ+ଅତ୍ୟୟ= ଅତିକ୍ରମ କରାଯାଏ ଯାହାକୁ)

[ସମ୍ପାଦନା]
୧. ଦୁର୍ବିନାଶ୍ୟ — ୧. Hard to kill.
୨. ଦୁରତିକ୍ରମ — ୨. Hard to cross over.
୩. ଦୁସ୍ତର —୩. Difficult to overcome.