Jump to content

ଦୁରଦୃଷ୍ଟ

ଉଇକିଅଭିଧାନ‌ରୁ

ଦୁରଦୃଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୁର୍+ଅଦୃଷ୍ଟ)

[ସମ୍ପାଦନା]
୧. ମନ୍ଦଭାଗ୍ୟ — ୧. Bad luck; misfortune; hard fate; evil destiny.
(ଦୁରଦୃଷ୍ଟା—ସ୍ତ୍ରୀ) 

(ଦୁରଦୃଷ୍ଟତା—ବି)

୨. ପାପ —୨. Sin.

=== ବିଶେଷଣ - (ବହୁବ୍ରୀହି)

ହତଭାଗ୍ୟ — Unfortunate; unlucky.